ରସାନନ୍ଦ
ଦେଖଣା
ରସାନନ୍ଦ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ନାମ)
[ସମ୍ପାଦନା]- ୧. ସପ୍ତଦଶ ଶତାବ୍ଦୀର ଭକ୍ତ ଓଡ଼ିଆ କବି —୧. A religious Oriya poet of the ୧୭th century.
[ଦ୍ରଷ୍ଟବ୍ୟ —କବି ବୈଷ୍ଣବ ଥିଲେ ସେ ରାଧାକୃଷ୍ଣପ୍ରେମବିଷୟକ କେତେକ ରସଗର୍ଭବ ସଙ୍ଗୀତ ଲେଖିଥିଲେ—ବିନାୟକ. ଉତ୍କଳ ସାହିତ୍ୟ ଇତିହାସ]
- ୨. ଲୋକଙ୍କ ନାମ —୨. A name given to males.