Jump to content

ରସାବଳୀ

ଉଇକିଅଭିଧାନ‌ରୁ

ରସାବଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ଛ

[ସମ୍ପାଦନା]

ଏକପ୍ରକାର ମିଠେଇ —A kind of sweetmeat.

(ଉ—ଏଠାରେ ପୂଜା ରସାବଳୀ— ପ୍ରାଚୀ. ଗୁରୁଭକ୍ତିଗୀତା)

[ଦ୍ରଷ୍ଟବ୍ୟ —ଏହା ଦୁଧ ଛେନା ଓ କନ୍ଦ ଆଦିରେ ପ୍ରସ୍ତୁତ ହୁଏ ବିଶେଷତଃ ଏହା କେନ୍ଦ୍ରାପଡ଼ା ବଳଦେବ ମହାପ୍ରଭୁଙ୍କ ନିକଟରେ ଭୋଗ ହୁଏ ]