ରସାଭାସ
ଦେଖଣା
ରସାଭାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ରସ ସମ୍ୱନ୍ଧେ ମନର ବାସ୍ତବଭାବର ଗୋପନ —୧. Simulation of sentiment; semblance of passion or sentiment.
- ୨. କୌଣସି ପ୍ରସଙ୍ଗରେ ବା ସ୍ଥାନରେ ଅନୁଚିତ ରସର ଅବତାରଣା —୨. Introducing a sentiment which does not befit the subject matter.
[ଦ୍ରଷ୍ଟବ୍ୟ —ପଶୁ ପକ୍ଷୀ ପ୍ରଭୃତି ତିର୍ଯ୍ୟକ୍ ଯୋନି ଜୀବମାନଙ୍କ ସମ୍ୱନ୍ଧରେ ଆଦିରସର, ଗୁରୁଜନଙ୍କ ପ୍ରିତି କୋପପ୍ରକାଶ କରି ରୌଦ୍ରରସର ଅବତାରଣ କଲେ ଏହା ରସ ନ ହୋଇ ରସାଭାସ ହୁଏ ]
- ୩. ପ୍ରକୃତ କାରଣ ଛଡ଼ା ଅନ୍ୟ କାରଣରେ ରସର ଆରୋପ — ୩. Attributing evident emotions to some cause which is differnent from the real one.
- ୪. ନୀଚ ରସ ସୁଲଭ
ବାକ୍ୟ; ଅଶିଷ୍ଟ ବଚନ —୪. Unbecoming words; words befitting a lower sentiment.
- ୫. ରସ ଭଙ୍ଗ (ଦେଖ) - —୫. Rasa bhaṅga (See)
- ୬. ନୀଚ ରସ —୬. Lower sentiment.