ରସାମୃତ
ଦେଖଣା
ରସାମୃତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ)
[ସମ୍ପାଦନା]- ୧. ଅମୃତ ପରି ମଧୁର କାବ୍ୟ ରସ — Sentiment or taste compared to nectar.
- ୨. ପାରା, ଗନ୍ଧକ, ଶିଳାଜତୁ, ଚନ୍ଦନ, ଗୁଳୁଚି, ଧନିଆ, ଇନ୍ଦ୍ରଯବ, ଯଷ୍ଟିମଧୁ ଆଦିରେ ପ୍ରସ୍ତୁତ ଔଷଧ ବିଶେଷ (ହିନ୍ଦୀ - ଶ) —୨. Name of a medicinal preparation.
[ଦ୍ରଷ୍ଟବ୍ୟ —ଏହା ରକ୍ତପିତ୍ତରେ ଜ୍ୱରରେ ଉପକାରୀ—ହିନ୍ଦୀ - ଶ]