ରସାଳସା
ଦେଖଣା
ରସାଳସା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (୫ମୀ ତତ୍)
[ସମ୍ପାଦନା]- ୧. ମଦାଳସା; ରସିକତାଯୋଗୁଁ ଅଳସଗମନା —୧. Lustful; Walking slowly owing to excess of the sentiment of love.
- ୨. ରସମୁଗ୍ଧା —୨. Enamoured with love or lust.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧମନୀ; ନାଡ଼ୀ; ରକ୍ତବାହୀ ନାଡ଼ୀ —୧. Vein; blood vessel; tendon; blood tube; nerve.
- ୨. ଆଖୁ (ହିନ୍ଦୀ - ଶ) —୨. Sugarcane.
- ୩. ଗହମ (ହିନ୍ଦୀ - ଶ) — ୩. Wheat.