Jump to content

ରସାଳାପ

ଉଇକିଅଭିଧାନ‌ରୁ

ରସାଳାପ

ଉଚ୍ଚାରଣ

[ସମ୍ପାଦନା]

(ରସାଳାପନ—ଅନ୍ୟରୂପ)

ରସାଳାପୀ (ପୁଂ), ରସାଳାପିନୀ (ସ୍ତ୍ରୀ)ବିଣ—

ସଂସ୍କୃତ - ବିଶେଷ୍ୟ - (ରସପୁର୍ଣ୍ଣ ଆଳାପୋ; ମ. ପ. ଲୋ.)

[ସମ୍ପାଦନା]

ରସପୂର୍ଣ୍ଣ ବା ରସିକତାଯୁକ୍ତ କଥୋପକଥନ; ସରସ ଆଳାପ — Witty conversation.