Jump to content

ରସାସ୍ୱାଦ

ଉଇକିଅଭିଧାନ‌ରୁ

ରସାସ୍ୱାଦ

ଉଚ୍ଚାରଣ

[ସମ୍ପାଦନା]

(ରସାସ୍ୱାଦନ—ଅନ୍ୟରୂପ)

ସଂସ୍କୃତ - ବି—(ଷଷ୍ଠୀ ତତ୍, ରସ+ଆସ୍ୱାଦ)

[ସମ୍ପାଦନା]
୧. କୌଣସି ବସ୍ତୁର ବା ବିଷୟର ରସ ଚାଖିବା; ରସ ଗ୍ରହଣ; ରସବୋଧ —୧. Enjoyment or tasting of the Rasa; experiencing a sensation.
୨. (ଯୋଗ ଦର୍ଶନ) ଅଖଣ୍ଡ ବସ୍ତର ଅବଲମ୍ୱନ ହେତୁ ଚିତ୍ତବୃତ୍ତିର ସବିକଳ୍ପ ଆନନ୍ଦଆସ୍ୱାଦନ — ୨. (J̄oga philosophy) A state of delightful repose in religious meditation.