Jump to content

ରସାସ୍ୱାଦୀ

ଉଇକିଅଭିଧାନ‌ରୁ

ରସାସ୍ୱାଦୀ

ଉଚ୍ଚାରଣ

[ସମ୍ପାଦନା]
(ରସାସ୍ୱାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ରସ+ଆସ୍ୱାଦ+ଇନ୍, ୧ମା.୧ବ)

[ସମ୍ପାଦନା]
୧. ରସର ଆତ୍ମାଦନକାରୀ; ଯେ ରସ ଚାଖୁଥାଏ — ୧. Tasting or enjoying a Rasa.
୨. ମଉଜିଆ —୨. Fond of amusements or fun

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭ୍ରମର, ମହୁମାଛି —A bee.