Jump to content

ରସାୟନ

ଉଇକିଅଭିଧାନ‌ରୁ

ରସାୟନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରସର ଅୟନ=ପଥ)

[ସମ୍ପାଦନା]
୧. ଦୀର୍ଘଜୀବନ ଲାଭ କରିବା ପାଇଁ ପ୍ରସ୍ତୁତ ଔଷଧ; କରା ଓ ବ୍ୟାଧି— ନାଶକ ଔଷଧ; ଜରା ମୃତ୍ୟୁନାଶକ ସୁଧା —୧. A medicinal preparation for retarding old age; the elixir of life. the Elixir Vitae of the alchemists.

[ଦ୍ରଷ୍ଟବ୍ୟ —ଏହା ରୋଗୀର ରୋଗନାଶକ, ବ଼ୃଦ୍ଧର ଜରାନାଶକ ଏବଂ ସୁସ୍ଥ ବ୍ୟକ୍ତି ପକ୍ଷରେ ବଳ ଓ ଆୟୁବର୍ଦ୍ଧକ ଏହି ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ସମାସ ହୋଇ କର୍ଣ୍ଣରସାୟନାଦି ବିଶେଷଣ ପଦ ସିଦ୍ଧ ହୁଏ ଏଥିର ଅର୍ଥ କର୍ଣ୍ଣପକ୍ଷରେ ରସାୟନସଦୃଶ ତୃପ୍ତିକର]

୨. ବିଷ —୨. Poison.
୩. କଟି; ଅଣ୍ଟା —୩. The waist.
୪. ତକ୍ର; ଘୋଳ ଦହି —୪. Churned milk; butter milk.
୫. ଦୁଇ ବା ବହୁବସ୍ତୁ ସଂଯୁକ୍ତ ହେଲେ ଏକ ଭିନ୍ନବସ୍ତୁରେ ପରିଣତ ହୋଇ ଗୁଣାନ୍ତର ବା ରସାନ୍ତର ପ୍ରାପ୍ତ ହେବା ବିଷୟକ ଜ୍ଞାନ ଯେଉଁ ଶାସ୍ତ୍ରରୁ ଲାଭ ହୁଏ;

[ଦ୍ରଷ୍ଟବ୍ୟ —ତମ୍ୱାକୁ ସୁନାରେ ପରିଣତ କରିବାର ପ୍ରଣାଳୀ ଏ ଶାସ୍ତ୍ରରୁ ଶିଖାଯାଏ ବୋଲି କଥିତ] —୫. Alchemy; chemistry.

୬. ଔଷଧରେ ପାରଦର ପ୍ରୟୋଗକରଣ —୬. The employment of mercury in medicine.
୭. ପକ୍ଷୀ —୭. Bird.
୮. ଜରା —୮. Old age.
୯. ରୋଗ ବିଶେଷ —୯. A sort of disease.
୧. ଗରୁଡ଼ —୧୦. Garuṟḍ̠a, the kibg of birds
୧୧. ବିଡ଼ଙ୍ଗ —୧୧. A medicinal seed;EnbeliaRibes.
୧୨. ରସାୟନ ଶାସ୍ତ୍ରବିତ୍— ୧୨. An alchemist.
୧୩. ରସର ସ୍ଥାନ —୧୩. The place or subject of a sentiment.
୧୪. ରଙ୍ଗ — ୧୪. Paint.