ରସାୟନୀ
ଦେଖଣା
ରସାୟନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁଡ଼ୁଚି ଲତା —୧. Menispermum Glabrum; Tinaspora Cordifolia.
- ୨. କାକମାଚୀ; ନୁଣୁନୁଣିଆ କୋଳି ଗୁଳ୍ମ — ୨. Solanum Nigrum.
- ୩. ମହାକରଞ୍ଜ; କରଞ୍ଜ ନୃକ୍ଷ —୩. Arborea Speciosa; Pongamia Indica (tree).
- ୪. ଗୋରକ୍ଷ ଦୁଗ୍ଧା ନାମକ କ୍ଷୁଦ୍ର ଗୁଳ୍ମ; ନାଗବଳା; ଗରଗଡ଼ —୪. Sida Spinosa.
- ୫.
ମାଂସଚ୍ଛଦା; ମାଂସ ରୋହିଣୀ ଲତା —୫. A medicinal plant.
- ୬. ଦେହସ୍ଥ ଲାସିକା ନାଡ଼ୀ —୬. An absorbent vessel of the lymphatic system; a lacteal; a vessel of the body conveying nutrition.
- ୭. ମଞ୍ଜିଷ୍ଠା (ହିନ୍ଦୀ - ଶ) — ୭. Indian madder.
- ୮. ବାଇଢଙ୍କ (ହିନ୍ଦୀ - ଶ) —୮. Cowhage.
- ୯. ଶଂଖପୁଷ୍ପୀ (ହିନ୍ଦୀ - ଶ) (ଦେଖ) - — ୯. Ṡaṁkha pushpī (See)
- ୧. ଯେଉଁ ଔଷଧ ବାର୍ଦ୍ଧକ୍ୟ ନିବାରଣ କରେ (ହିନ୍ଦୀ - ଶ) —୧୦. Any medicine which prevents persons becoming old.