ରସାୟନ ବିଦ୍ୟା
ଦେଖଣା
ରସାୟନ ବିଦ୍ୟା
ଉଚ୍ଚାରଣ
[ସମ୍ପାଦନା]ରସାୟନ ବିଜ୍ଞାନ,ରସାୟନ ଶାସ୍ତ୍ରଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ବିଦ୍ୟାଦ୍ୱାରା ବା ତତୋଽଧିକ ରୂଢ଼ ପଦାର୍ଥର ସଂଯୋଗ ବିୟୋଗ ସମ୍ୱନ୍ଧୀୟ ବିଷୟ ଜଣାଯାଏ — Chemistey; alchemy.
[ଦ୍ରଷ୍ଟବ୍ୟ —ରସାୟନ ବିଦ୍ୟାର ମୁଖ୍ୟ ସିଦ୍ଧାନ୍ତ ଏହିକି, ସଂସାରର ସମସ୍ତ ପଦାର୍ଥ କେତେକ ମୂଳ—ଦ୍ରବ୍ୟର ପରମାଣୁରେ ନିର୍ମିତ ବୈଜ୍ଞାନିକମାନେ ୭୮:ଟି ମୌଳିକ ଦ୍ରବ୍ୟ ସ୍ଥିର କରିଅଛନ୍ତି (ଯଥା—ସୁନା, ରୂପା ଆଦି ଧାତୁ, ଦନ୍ଧକ ଆଦି ଉପଧାତୁ, ଅକ୍ସିଜେନ୍, ହାଇଡ୍ରୋଜେନ୍ ଆଦି ବାସ୍ପ) ପ୍ରତ୍ୟେକ ମୂଳ ଦ୍ରବ୍ୟରେ ଏକ ପ୍ରକାର ପାରମାଣୁ ଥାଏ ଏକପ୍ରକାର ପରମାଣୁ ସଙ୍ଗେ ଅନ୍ୟ ପ୍ରକାର ପରମାଣୁ ମିଶିଲେ ଅନ୍ୟ ଏକ ଯୌଗିକ ବସ୍ତୁ ହୁଏ ଯୌଗିକ ବସ୍ତୁ ବିଶ୍ଳେଷଣ କଲେ ତହିଁର ଉପାଦାନ ମୌଳିକବସ୍ତୁମାନ ବାହାରେ ଏହି ସଂଶ୍ଳେଷଣ, ବିଶ୍ଳେଷଣ ସମ୍ୱନ୍ଧେ ଜ୍ଞାନ ରସାୟନ ଶାସ୍ତ୍ରରୁ ମିଳେ—ହିନ୍ଦୀ - ଶ]