ରସିଆ ନାଗର
ଦେଖଣା
ରସିଆ ନାଗର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରସିଆ ନାଗର
|
(ରସିଆ ପୁରୁଷ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସହଚର; ସଂସ୍କୃତ - ରସିକ+ନାଗର)
[ସମ୍ପାଦନା](ବ୍ୟଙ୍ଗ) ରସିକ ବ୍ୟକ୍ତି —(ironical) A gallant; a witty person.
(ଉ— (୧) ଫୁଲ ଫୁଟିଗଲା, ଲଟା ନ ମାଡ଼ିଲା, ଫଳିଲା ଝୁଡ଼ଙ୍ଗ ଛଇଁ, କେଉଁ କଥାପାଇଁ ରସିଆ ନାଗର, ପହରେ ରହିଲେ ଚାହିଁ—ଢଗ (୨) ରସିଆ ପୁରୁଷ ମୁଣ୍ଡରେ ଜଟ, କୁଅ ହଗିଦେଲା ଲଟପଟ ଢଗ]