ରସିୟା
ଦେଖଣା
ରସିୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରସ୍ସିଆ)
[ସମ୍ପାଦନା]ଆସିଆ ଓ ୟୁରୋପର ଉତ୍ତର ଖଣ୍ଡସ୍ଥ ରାଜ୍ୟ ବିଶେଷ —Country of Russia.
[ଦ୍ରଷ୍ଟବ୍ୟ —ପୂର୍ବେ ଏହା ଯଥେଚ୍ଛାଥିରୀ ସମ୍ରାଟ୍ ବା ଜାର୍ (Czar)ଙ୍କ ଶାସନାଧୀନ ଥିଲା]
ଦେଶଜ - ବିଶେଷ୍ୟ - ଓ ବିଣ—(ପୁଂ ଓ ସ୍ତ୍ରୀ; ସଂସ୍କୃତ - ରସିକ)
[ସମ୍ପାଦନା]- ୧. ରସିକ (ଦେଖ) - —୧. Rasika. (See)
- ୨. ରସିକା (ଦେଖ) - — ୨. Rasikā. (See)