ରସୁଆ
ଦେଖଣା
ରସୁଆ
ଉଚ୍ଚାରଣ
[ସମ୍ପାଦନା][ରସେ(ସୋ)ଈ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ରସୁଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ରସିକ)
[ସମ୍ପାଦନା]- ୧. ରସୁଆଳ; ରସାଳ; ରସଯୁକ୍ତ; ରସମୟ —୧. Juicy.
- ୨. ରସିକ (ଦେଖ) - — ୨. Rasika (See).
- ୩. ରସ ସମ୍ୱନ୍ଧୀୟ —୩. Relating to Rasa.
- ୪. ଯାହା କ୍ରୀଡ଼ାରେ ବା କେଳିରେ ବ୍ୟବହୃତ ହୁଏ — ୪. Used during dalliance.
[ଉ—ରସୁଆ ଖଟକୁ ପାଳ ଦଉଡ଼ି ଛିଣ୍ଡିଗଲା ପଟ୍ ପଟ୍ ପ୍ରବଚନ]
- ୫. ରସ୍ ରସ୍ ଶବ୍ଦ କରୁଥିବା —୫. Making a creaking or rustling sound.