ରସୁଇ
ଦେଖଣା
ରସୁଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସବତୀ=ପାକଶାଳା)
[ସମ୍ପାଦନା]- ୧. ଅନ୍ନାଦିର ପାକ ବା ରନ୍ଧନକ୍ରିୟା; ରୁଷେଇ —୧. Cooking.
ଅନୁବାଦ
[ସମ୍ପାଦନା]- ୨. ପାକଶାଳା —୨. Kitchen; cooking room.
- ୩. ପାକ ବିଦ୍ୟା —୩. Cookery.
- ୪. ପକ୍ୱାନ୍ନ ବ୍ୟଞ୍ଜନାଦି —୪. Cooked meal.
[ଦ୍ରଷ୍ଟବ୍ୟ —ରସୁଇସମ୍ପର୍କୀୟ ଅନ୍ୟାନ୍ୟ ଶବ୍ଦମାନଙ୍କ ପାଇଁ 'ରୁଷା(ଷେ)ଇ' ଶବ୍ଦ ପରେ ଦେଖ]