Jump to content

ରସୁଣିଆ

ଉଇକିଅଭିଧାନ‌ରୁ

ରସୁଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରସୁଣିଆ ଘାସ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରସୁଣ ପରି ମୂଳ ଓ ଗନ୍ଧଯୁକ୍ତ ଶାକବିଶେଷ — ୧. Kandelia Rhudi (Haines).

[ଦ୍ରଷ୍ଟବ୍ୟ —ରସୁଣ ପରି ଏହାର ଗନ୍ଧ ଏହାକୁ ତିଅଣ ଆଦିରେ ଫୁଟାଇ ଖାଆନ୍ତି

୨. ରସୁଣମାଳା ପରି ଦେଖା ଯିବା ବାହୁରେ ପନ୍ଧାଯିବା ସ୍ତ୍ରୀମାନଙ୍କ ଏକ ପ୍ରକାର ଅଳଙ୍କାର —୨. A kind of ornament looking like a string of garlics and worn on the arm.
୩. ଏକ ପ୍ରାକାର ରତ୍ନ; ବୈଦୁର୍ଯ୍ୟ — ୩. A kind of gem; lapis lazuli.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ରସୁଣ ପରି ଗନ୍ଧ ବା ସ୍ୱାଦ ବା ଆକାର ବିଶିଷ୍ଟ —୧. Having the smell or taste or size of garlic.
୨. ଅତିରିକ୍ତ ରସ ଯୁକ୍ତ —୨. Excessively juicy.

(ଯଥା—ରସୁଣିଆ ଆମ୍ୱ)