ରସେଇବା
ଦେଖଣା
ରସେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ରସ୍ ଧାତୁ ଣିଚ୍ ରସିଧାତୁ)
[ସମ୍ପାଦନା]- ୧. ରସିବା କ୍ରିୟାର ଣିଜନ୍ତରୂପ —୧. Causative of Rasibā.
- ୨. ଅନ୍ୟର ମନକୁ ଭାବଦ୍ର କରାଇବା —୨. To cause a person to be overcom e with sentiment.
[ଉ—ରସାଇ ଅନୁରାଗ କରେ ଦୀପିତ ରାଧାନାଥ. ମେଘଦୂତ]
- ୩. ଅନ୍ୟର ମନକୁ ରଞ୍ଜଇବା —୩. To charm or enchant a person.
[ଉ—ଭଲା ମୋ ତପସ୍ୟା ପଶା, ଖେଳୁ ବୋଲେ ରସା ରସା, ରସେ ଥାଉ ଏ ମନୀଶା ନିଶା, ହେ ଜଳଧର ! ଭଞ୍ଜ. ପ୍ରେମସୁଧାନିଧି]
- ୪. ସନ୍ତୁଷ୍ଟ କରାଇବା —୪. To please
[ଉ—ବାହିଲ ବିମାନ ପଞ୍ଚବଟୀ ବନ ବସାଇ ରସାଇ— ଭଞ୍ଜ. ବୈଦେହୀଶବିଳାସ]
- ୫. ରସଯୁକ୍ତ କରାଇବା — To cause to be wittly or juicy.
- ୬. ରସାଣିତ କରିବା —୬. To gild.
[ଉ— ଅବା ପଦ୍ମେ ଇନ୍ଦୀବାର—ରୁଚିକୁ ରସାଇ ମଧୁ—ସୂଦନ ରସଗାଥା]
- ୭. ପୂଯଯୁକ୍ତ ହେବା; ଘାଆ ଇତ୍ୟାଦିରୁ ପୂଯ ବୋହିବା —୭. To become purulent; to discharge pus (said of sores, boils etc.)