Jump to content

ରସେଦି

ଉଇକିଅଭିଧାନ‌ରୁ

ରସେଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରସୀଦ; ତୁଳ ଇଂ, ରିସିଟ୍ (receipt) କିନ୍ତୁ ଏହା ଇଂରାଜି ରିସିଟ୍ ଶବ୍ଦରୁ ବାହାରି ନାହିଁ)

[ସମ୍ପାଦନା]
୧. ପାଉତି; ପ୍ରାପ୍ତିସ୍ୱୀକାର ପତ୍ର — ୧. A receipt;, acknowledgement; a document acknowledge receipt.
୨. ମୁସଲମାନ— ମାନଙ୍କ ନାମ ବିଶେଷ —୨. a name amongst the Mahomedans.