ରସେନ୍ଦ୍ର
ଦେଖଣା
ରସେନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବ (ରସ=ଖନିଜ ପଦାର୍ଥମାନଙ୍କରେ ଇନ୍ଦ୍ର=ଶ୍ରେଷ୍ଠ, ୭ମୀ ତତ୍)
[ସମ୍ପାଦନା]- ୧. ପାରଦ; ପାରା —୧. Mercury; quick silver.
- ୨. ସ୍ପର୍ଶମଣି; ପରଶମଣି; ପରଶୁପଥର —୨. Touchstone (a gem); the philospher's stone.
- ୩. ରାଜମାଷ; ବରଗୁଡ଼ି (ହିନ୍ଦୀ - ଶ.) — ୩. Dolechus Sinensis (grain).
- ୪. ଜୀରା, ଧନିଆ, ପିପ୍ପଳୀ, ମହୁ, କ୍ରିକଟୁ ଓ ରସସିନ୍ଦୁରରେ ପ୍ରସ୍ତୁତ ଔଷଧ — ୪. Name of a medicinal preparation.