Jump to content

ରସେଶ୍ୱର

ଉଇକିଅଭିଧାନ‌ରୁ

ରସେଶ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)

[ସମ୍ପାଦନା]
୧. ପାରଦ —୧. Quick silver.
୨. ଛଅ ଦର୍ଶନର ବହିର୍ଭୁତ ଦର୍ଶନ ଶାସ୍ତ୍ର ବଶେଷ —୨. Name of a particular philosophy.

[ଦ୍ରଷ୍ଟବ୍ୟ —ଏହି ଦର୍ଶନରେ ପାରଦ ଶିବଙ୍କର ବୀର୍ଯ୍ୟ ଓ ଗନ୍ଧକ ପାର୍ବତୀଙ୍କ ରଜ ବୋଲି ବର୍ଣ୍ଣିତ ଓ ଏମାନଙ୍କର ୧୮: ସଂସ୍କାର ଓ ଏମାନଙ୍କର ରୋଗ ନାଶକ ଓ ରସାୟନଗୁଣ ବର୍ଣ୍ଣିତ ହୋଇଅଛି—ହିନ୍ଦୀ - ଶ]

୩. ପାରା, ଗନ୍ଧକ, ହରିତାଳ ଓ ସୁନା ଆଦିର ଯୋଗରେ ପ୍ରସ୍ତୁତ ଔଷଧ ବିଶେଷ (ହିନ୍ଦୀ - ଶ) —୩. Name of a mercuruial preparation.