Jump to content

ରସ୍ୟ

ଉଇକିଅଭିଧାନ‌ରୁ

ରସ୍ୟ

ଉଚ୍ଚାରଣ

[ସମ୍ପାଦନା]
(ରସ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ରସ୍ ଧାତୁ+ଭାବ. ଯ)

[ସମ୍ପାଦନା]
୧. ଆସ୍ୱାଦନୀୟ —୧. Capable of being tasted.
୨. (ରସ+ଯ) ସୁସ୍ୱାଦୁ —୨. Tasteful.
୩. ରସନାର ପ୍ରୀତିପଦ —୩. Delicious.
୪. ରସମୟ; ସରସ —୪. Juicy.
୫. ସୁରୁଚିମୟ —୫. Of good taste.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରୁଧିର; ରକ୍ତ —୧. Blood.
୨. ଶରୀରର ମାଂସ (ହିନ୍ଦୀ - ଶ) —୨. Flesh.