Jump to content

ରସ କେଳି

ଉଇକିଅଭିଧାନ‌ରୁ

ରସ କେଳି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ମ. ପ. ଲୋ.)

[ସମ୍ପାଦନା]
୧. ରସଲୀଳା (ଦେଖ) - — ୧. Rasalīḻā (See).
୨. ରସରେ ବା ଶିରାରେ — ସିକ୍ତ ହୋଇଥିବା ଏକପ୍ରକାର ପିଠା —୨. A kind of
cake moistened in syrup.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିହାର; କ୍ରୀଡ଼ା (ହିନ୍ଦୀ - ଶ) —୧. Sport.
୨. ମଉଜ; ମଜ୍ଜା କରିବା (ହିନ୍ଦୀ - ଶ) —୨. Merriment.