ରସ ଗର୍ଭ
ଦେଖଣା
ରସ ଗର୍ଭ
ଉଚ୍ଚାରଣ
[ସମ୍ପାଦନା][ରସଗର୍ଭକ—ଅନ୍ୟ ବିଣରୂପ]
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ରସ ବା ରସିକତାପୂର୍ଣ୍ଣ —୧. Witty; humorous.
- ୨. କାବ୍ୟ ରସରେ ପୂର୍ଣ୍ଣ —୨. Sentimental.
- ୩. ଯାହାର ମଧ୍ୟସ୍ଥଳ ରସରେ ପୂର୍ଣ୍ଣ —୩. Full of juice inside.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରସାଞ୍ଜନ (ଦେଖ) - —୧. Rasān̄jana (See).
- ୨. ହିଙ୍ଗୁଳ (ଦେଖ) - —୨. Hiṅguḻa. (See).