ରସ ଗ୍ରହଣ
ଦେଖଣା
ରସ ଗ୍ରହଣ
ଉଚ୍ଚାରଣ
[ସମ୍ପାଦନା](ରସଗ୍ରାହୀ—ବିଶେଷଣ - ପୁଂ) (ରସଗ୍ରାହିଣୀ—ବିଶେଷଣ - ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ବକ୍ତୃତା ଓ କାବ୍ୟାଦିର ରସ ଆସ୍ୱାଦନ —୧. Enjoying the sentiments or wit of a writing or speech.
- ୨. ସ୍ୱାଦ ଗ୍ରହଣ —୨. Enjoying the taste or relish.
- ୩. ସାରଗ୍ରହଣ — ୪. Collecting the essence from a thing.