ରସ ଚୁପୁଡ଼ିବା
ଦେଖଣା
ରସ ଚୁପୁଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରସ ଚୁପୁଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଦ୍ରବ୍ୟକୁ ଦଳି ତହିଁରୁ ରସ ବାହାର କରିବା —୧. To press out juice from a thing.
- ୨. (ଲକ୍ଷଣାର୍ଥ ଓ ବ୍ୟଙ୍ଗ) କୌଣସି ଦ୍ରବ୍ୟର ବା ବ୍ୟକ୍ତିର ଅନ୍ତର୍ଗତ ମାଧୁର୍ଯ୍ୟକୁ ବା ରସିକତାକୁ ବାହାର କରିବା ବା ଉପଭୋଗ କରିବା —୨. (figurative and ironical) To briong out or enjoy the tender or sweet sentiments out of a person or thing.
[ଦ୍ରଷ୍ଟବ୍ୟ —ଏହିପରି ଲକ୍ଷଣାର୍ଥରେ ରସ ଛାଣିବା, ରସ— ଟାଣିବା, ରସ ଖେଞ୍ଚିବା, ରସ ଝିଙ୍କିବା, ରସ ନିଉ଼ଡ଼ିବା, ରସ ନିଗାଡ଼ିବା ଆଦି ହୁଏ]