ରସ ଚୁମ୍ୱିବା
(ରସଗ୍ରହଣ କରିବା—ଅନ୍ୟରୂପ)
କୌଣସି ରସମୟ ଭାବକୁ ଆସ୍ୱାଦନ ବା ଉପଲବ୍ଧ କରିବା —To enjoy the sweetness or humour of a thing.