Jump to content

ରସ ଜାତ

ଉଇକିଅଭିଧାନ‌ରୁ

ରସ ଜାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୫ମୀ ତତ୍)

[ସମ୍ପାଦନା]

ରସରୁ ଉତ୍ପନ୍ନ —Produced from Rasa.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍) ରସ— ସମୂହ —୧. Multitude or collection of Rasa.
୨. (୫ମୀ ତତ୍) ରସାଞ୍ଜନ (ହିନ୍ଦୀ - ଶ) —୨. Antimony.