Jump to content

ରସ ଦୁଷ୍ଟି

ଉଇକିଅଭିଧାନ‌ରୁ

ରସ ଦୁଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ; ୬ଷ୍ଠୀ ତତ୍)

[ସମ୍ପାଦନା]

ଶରୀରସ୍ଥ ରସ ଉତ୍ତମରୂପେ ପାକ ନ ହେବା ଜନିତ ଦୋଷ —The deterioration of the vital sap or chile of the body.