ରସ ନିଧି
ସୁରସିକ; ରସିକତାପୂର୍ଣ୍ଣ ବ୍ୟକ୍ତି — A person full of gallantry or love or tenderness.
ଉପେନ୍ଦ୍ରଭଞ୍ଜଙ୍କ ସମସାମୟିକ କବି ଘନଭ଼ଞ୍ଜଙ୍କ ରଚିତ ଓଡ଼ିଆ କାବ୍ୟ Title of an Oriya poem by poet Ghanabhan̄ja.