Jump to content

ରସ ନିବେଦନ

ଉଇକିଅଭିଧାନ‌ରୁ

ରସ ନିବେଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]

ଅନ୍ୟ ବ୍ୟକ୍ତି ନିକଟରେ ରସମୟ ବାକ୍ୟାଦିର ପ୍ରକାଶ —Speaking witty things to a person.

(ଯଥା—ଅରସିକଠାରେ ରସ ନିବେଦନ, ପ୍ରଭୋ ! ଏ କପାଳେ ନ କର ଲେଖନ)