ରସ ପର୍ବ
(ରାସ ପୂର୍ଣ୍ଣିମା—ଅନ୍ୟରୂପ)
କାର୍ତ୍ତିକ ପୂର୍ଣ୍ଣିମା —The full-moon of the month of Kārttika
[ଦ୍ରଷ୍ଟବ୍ୟ —ଏ ସମୟରେ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପୀମାନଙ୍କ ସହିତ ରାସକ୍ରୀଡ଼ା କରିଥିଲେ ବୋଲି ହିନ୍ଦୁ— ମାନେ ସେହି ଉସ୍ୱ୍ରବ ପାଳନ କରନ୍ତି]