Jump to content

ରସ ପାକ

ଉଇକିଅଭିଧାନ‌ରୁ

ରସ ପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ରସକୁ ଅଗ୍ନିଦ୍ୱାରା ସିଝାଇବା — ୧. Boiling of a juice.
୨. ଖାଦ୍ୟ ଜାତ ରସ ଜୀର୍ଣ୍ଣ ହୋଇ ରକ୍ତରେ ପରିଣତ ହେବା — ୨. The digestion of chile into blood.