Jump to content

ରସ ପାନ

ଉଇକିଅଭିଧାନ‌ରୁ

ରସ ପାନ

ଉଚ୍ଚାରଣ

[ସମ୍ପାଦନା]

ରସପାୟୀ (ପୁଂ), ରସପାୟିନୀ (ସ୍ତ୍ରୀ)ବିଣ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ମଦ୍ୟପାନ —୧. Drinking of juice or wine.
୨. (ଭ୍ରମରର) ପୁଷ୍ପରୁ ମଧୁପାନ — ୨. The drinking of honey from flowers (by a bee).