ରସ ଫେଣା
ଏକପ୍ରକାର ମିଷ୍ଟାନ୍ନ; ସିରାରେ ବତୁରା ଯାଇଥିବା ଫେଣା —A kind of sweetmeat soaked in syrup.
[ଉ—ଉପଳ ସାକର ରସଫେଣା, ମଧୁ ମଧୁରସ ସରପଣା—କବିସୂର୍ଯ୍ୟ ସଙ୍ଗୀତ]