ରସ ବଳିତା
ଦେଖଣା
ରସ ବଳିତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରସ ବଳିତା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସ ଓ ବର୍ତ୍ତକା ବା ବର୍ତ୍ତୀ)
[ସମ୍ପାଦନା]ଦଉଡ଼ବତୀ; ବାଣ ଅଦିରେ ନିଆ ଧରାଇବା ପାଇଁ ଭିତରେ ବାରୁଦ ଦିଆଯାଇ ବଳା ଯାଇଥିବା ଲମ୍ୱ ବର୍ତ୍ତିକା — A long wick rolled with gunpowder to ignite fireworks.