Jump to content

ରସ ଭଙ୍ଗ

ଉଇକିଅଭିଧାନ‌ରୁ

ରସ ଭଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ରସଭିଙ୍ଗନ, ରସଭ଼ଞ୍ଜନ—ଗ୍ରାମ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ରସ ସମ୍ୱନ୍ଧେ ବ୍ୟାଘାତ ବା ପ୍ରତିବନ୍ଧ —୧. Interruption in the enjoyment or continuance of a sentiment; the marring of the enjoyment of a particular senti ment.
୨. ଏକପ୍ରକାର ରସ (କାବ୍ୟାଦିରସ) ସମ୍ୱନ୍ଧେ ଆଲୋଚନା ହେଉଥିବା ସମୟରେ ତଦ୍ୱିପରୀତ ରସର ଅବତାରଣା —୨. The introduction of an opposite or jarring sentiment while one sentiment is being discussed or enjoyed.

[ଯଥା—ଶୃଙ୍ଗାରରସର ଆଲୋଚନା ହେବା ସମୟରେ ବିଭତ୍ସ ବା ରୌଦ୍ରରସଚ ଅବତାରଣା; ହାସ୍ୟରସର ଆଲୋଚନା ସମୟରେ ଭୟାନର ରସର ଅବତାରଣା]

୩. କାବ୍ୟାଦି ରଚନାର ଦୋଷବିଶେଷ —୩. A defect in composition where a governing sentiment is marred by a jarring sentiment.
୪. ସୁଶ୍ରୁତ ଅନୁସାରେ ରସନାଭୋଗ୍ୟ ଏକ ରସର ଆସ୍ୱାଦନକାଳରେ ଅନ୍ୟ ବିରୋଧୀ ରସର ଅବତାରଣା —୪. The introduction of an opposite or discordant taste when one is tasting some thing.

[ଦ୍ରଷ୍ଟବ୍ୟ —ପୀତା ଓ ମିଠା ମଧ୍ୟରେ, ଲୁଣିଆ ଓ ପୀତା ମଧ୍ୟରେ ଓ ରାଗା ଓ ମିଠା ମଧ୍ୟରେ ରସବିରୋଧ ଅଛି]