ରସ ଭୋଳ
ଦେଖଣା
ରସ ଭୋଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରସ ଭୋଳ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସ ଓ ବିହ୍ୱଳ)
[ସମ୍ପାଦନା]ରସାସ୍ୱାଦନ କରୁଥିବା ବ୍ୟକ୍ତିର ଭ୍ରାନ୍ତି ବା ଉନ୍ନତ୍ତତା —Madness or forgetfulness which overcomes a person while enjoying a Rasa.
ଦେଶଜ - ବିଶେଷଣ -
[ସମ୍ପାଦନା]ରସାସ୍ୱାଦନରେ ଉନ୍ନତ୍ତ —Maddened With the enjoyment of Rasa.