Jump to content

ରସ ମଞ୍ଜରୀ

ଉଇକିଅଭିଧାନ‌ରୁ

ରସ ମଞ୍ଜରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭିନ୍ନ ଭିନ୍ନ ଶ୍ରେଣୀର ନାୟକାନାୟିକାମାନଙ୍କ ବିଷୟ ଚର୍ଚ୍ଚା କରିଥିବା ସଂସ୍କୃତ ଗ୍ରନ୍ଥ ବିଶେଷ — Name of a Sanskrit work classifying the different classes of haroes or heroines in literary compositions.

[ଦ୍ରଷ୍ଟବ୍ୟ —ଏହାର କବି 'ଭାନୁ'କବି ଏହାକୁ ଭରତଚନ୍ଦ୍ର ବଙ୍ଗଳାରେ ଅନୁବାଦ କରିଅଛନ୍ତି ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉପେନ୍ଦ୍ରଭଞ୍ଜଙ୍କ ପ୍ରଣୀତ ଛାନ୍ଦର ନିୟମାବଳୀ ବିଷୟକ ପଦ୍ୟଗ୍ରନ୍ଥ (ଅବଧି ଅପ୍ରକାଶିତ) —Name of an unpublished poetical work by Upendrabhan̄ja about rules of metres and prosody.