Jump to content

ରସ ମର୍ଦ୍ଦନ

ଉଇକିଅଭିଧାନ‌ରୁ

ରସ ମର୍ଦ୍ଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ପାରଦକୁ ଭସ୍ମାଦି କରିବା ପୂର୍ବରୁ ବୈଦ୍ୟଶାସ୍ତ୍ରୋକୁ ଅନ୍ୟ ବସ୍ତୁ ସଙ୍ଗେ ମିଶାଇ ଘୋରି ଚୂର୍ଣ୍ଣ କରିବା; ପାରକୁ କଜ୍ଜ୍ୱଳୀରୂପେ ପରିଣତ କରଣ —The powdering of mercurry; reduction of mercurry into black powder by powdering it with another substance.

[ଦ୍ରଷ୍ଟବ୍ୟ —ଚକ୍ରଦତ୍ତଙ୍କ ମତରେ ସମଭାଗ ପାରା ଓ ଗନ୍ଧକ ଏକତ୍ର ଖଲିଲେ ଧୂଳିବତ୍ ଏକପ୍ରାକାର ନୂତନ ପଦାର୍ଥ (କଜ୍ଜ୍ୱଳୀ) ଉତ୍ପନ୍ନ ହୁଏ ]