ରସ ମାରଣ
ଦେଖଣା
ରସ ମାରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ପାରଦ ମାରଣ; ପାରା ମାରିବା; ଔଷଧାର୍ଥ ପାରଦ ବ୍ୟବହୃତ କରିବା ପୂର୍ବରୁ ତାହାର ଶୋଧନ —୧. Refining of mercury. act of neutralising the evil effects of mercurry by certain operations
- ୨. ପାରଦରୁ ପ୍ରସ୍ତୁତ ଏକ ପ୍ରକାର ଔଷଧ —୨. A kind of mercurial preparation.