Jump to content

ରସ ମୂର୍ଚ୍ଛନା

ଉଇକିଅଭିଧାନ‌ରୁ

ରସ ମୂର୍ଚ୍ଛନା

ଉଚ୍ଚାରଣ

[ସମ୍ପାଦନା]

(ରସ ଶୋଧନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (୬ଷ୍ଠୀ ତତ୍)

[ସମ୍ପାଦନା]
୧. ପାରଦ ମାରଣ — ୧. Act of refining mercury for medicinal purposes.
୨. ପାରଦରୁ ପ୍ରସ୍ତୁତ ଔଷଧ ବିଶେଷ —୨. A sort of medicinal preparation from mercury.