ରସ ମୈତ୍ରୀ
ଦେଖଣା
ରସ ମୈତ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁଇ ରସର ଏପରି ମିଳନ, ଯୁଦ୍ଦ୍ୱାରା ଉକ୍ତ ରସାସ୍ୱାଦନରେ ସୁଖ ବୃଦ୍ଧି ହୁଏ; ଦୁଇ ରସର ଉପଯୁକ୍ତ ମିଳନ (ହିନ୍ଦୀ - ଶ) —Judicious mixture of two articles of different taste; resulting in the article being much relished.
[ଯଥା—ଖଟା ସଙ୍ଗେ ପିତାର, ଖଟା ସଙ୍ଗେ ଲୁଣର ସୁମିଳନ]