ରସ ଲୀଳା
ଦେଖଣା
ରସ ଲୀଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରସାସ୍ୱାଦନମୁଖରେ ସମୟ କଟାଇବା — Sporting in the enjoyment of Rasa.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଜୀବିତ ଥିବା ଗଞ୍ଜାମବାସୀ ଭୁବନେଶ୍ୱର କବିଚନ୍ଦ୍ରଙ୍କ ରଚିତ ଓଡ଼ିଆ ଖଣ୍ଡ— କାବ୍ୟ —Name of a small Oriya poem by poet Bhubaneṡwara of Ganjam.
[ଦ୍ରଷ୍ଟବ୍ୟ —ଭଞ୍ଜଙ୍କ ଲାବଣ୍ୟବତୀର ଅନୁକରଣରେ ଏ ପଦ୍ୟ ରଚିତ]