ରସ ଶୋଷଣ
ରସ ଶୋଷକ—ପୁଂ, ରସ ଶୋଷିକା—ସ୍ତ୍ରୀବିଣ
ରସକୁ ଶୋଷିବା —Sucking the juice, essence or water.
(ଯଥା—ସୂର୍ଯ୍ୟ ପୃଥିବୀରୁ ରସ ଶୋଷଣ କରନ୍ତି ରୋଗ ବା ଅନାହାର ଦେହରୁ ରସ ଶୋଷଣ କରେ)