Jump to content

ରସ ସାର

ଉଇକିଅଭିଧାନ‌ରୁ

ରସ ସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)

[ସମ୍ପାଦନା]
୧. ପାରଦ —୧. Mercury.
୨. ଶ୍ରେଷ୍ଠ ରସ —୨. An eminent Rasa.
୩. (୬ଷ୍ଠୀ ତତ୍) ରସର ମର୍ମ —୩. The purport or pith of a Rasa.
୪. ମଧୁ (ହିନ୍ଦୀ - ଶ.) — ୪. Honey.