ରସ ସିଦ୍ଧ
ଦେଖଣା
ରସ ସିଦ୍ଧ
ଉଚ୍ଚାରଣ
[ସମ୍ପାଦନା](ରସ ସିଦ୍ଧା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୭ମୀ ତତ୍)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ନିକୃଷ୍ଟ ଧାତୁକୁ ଦ୍ରବ୍ୟଗୁଣ ସହାୟରେ ଉତ୍କୃଷ୍ଟତର ଧାତୁରେ ପରିଣତ କରି ପାରେ —୧. An alchemist.
- ୨. ରାସାୟନ ବିଦ୍ୟାରେ ପାରଦର୍ଶୀ —୨. An expert in the science of chemistry; a chemist.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ରସ ଶାସ୍ତ୍ର ବିଷୟରେ ପାରଦର୍ଶୀ — Skilful or proficient in the science of Rasa.