ରସ ସିନ୍ଦୂର
ଦେଖଣା
ରସ ସିନ୍ଦୂର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରସଜାତ ସିନ୍ଦୂର; ମ. ପ. ଲୋ)
[ସମ୍ପାଦନା](ବୈଦ୍ୟକ) ଗନ୍ଧକ ସହିତ ପାରଦ ଭସ୍ମ କରି ତହିଁରୁ ପ୍ରାପ୍ତ ରସାୟନ ଦ୍ରବ୍ୟ —Sulphide of mercury.
[ଦ୍ରଷ୍ଟବ୍ୟ —ଶୋଧିତ ପାରଦ ଓ ଶୋଧିତ ଗନ୍ଧକକୁ ଏକତ୍ର କଜ୍ଜ୍ୱଳୀ କରି ତାକୁ ଗୋଟିଏ ବୋତଲରେ ବନ୍ଦ କରି ବାଲୁକାପୂର୍ଣ୍ଣ ହାଣ୍ଡିରେ ପୋତି ଦହକ ନିଆଁରେ ସିଦ୍ଧ କଲେ ବୋତଲର ଦେହରେ ଲାଗିଯିବା ସୂକ୍ଷ୍ମ ପଦାର୍ଥକୁ ରସ ସିନ୍ଦୂର ବୋଲାଯାଏ ଓ ପାରା ଗନ୍ଧକା ସଙ୍ଗେ ସୁନାକୁ ମିଶାଇ ପ୍ରସ୍ତୁତ କଲେ ତାହା 'ମକରଧ୍ୱଜ' ହୁଏ ମକରଧ୍ୱଜ 'ରସ ସିନ୍ଦୂର' ପରି ଦେଖାଯାଏ, କିନ୍ତୁ ଗୁଣରେ 'ରସସିନ୍ଦୂର' ଅପେକ୍ଷା ଉତ୍କୃଷ୍ଟ ଏହା ବୈଦ୍ୟଶାସ୍ତ୍ରୋକ୍ତ ଗୋଟିଏ 'ରସାୟନ', ଅର୍ଥାତ୍ ଜରାମୃତ୍ୟୁରୋଗାଦି ବିନାଶକ ମହୌ— ଷଧ ରସ ସିନ୍ଦୂରର ବର୍ଣ୍ଣ ନାଲି]