ରାଆ
ଦେଖଣା
ରାଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଧ୍ୱନ୍ୟନୁକରଣ) କୁଆମାନଙ୍କ ଏକାଧିକ ଥର ବୋବାଇବାର ଶବ୍ଦ; ରାଉ ରାଉ —୧. Croaking or crowing sound of crows.
- ୨. (ସଂସ୍କୃତ - ରାବ) ରା (ଦେଖ) - —୨. Rā (See)
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ରା (ଦେଖ) - —Rā. (See)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଖୁସି; ଆନନ୍ଦ —pleasure.
ବିଶେଷଣ -
[ସମ୍ପାଦନା]ସୁଖବର —pleasing; pleasnt; charming.
[ଉ—କୋଇଲି ଲୋ ପୋଇଲି ଲୋ ତୋ ମା ମତେ ରାଆ ଲୌକିକ ଗୀତ]