ରାଇଆ
ଦେଖଣା
ରାଇଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଇଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ସାଙ୍ଗେ ସାଙ୍ଗେ ବଟା ହୋଇଥିବାରୁ ଉଗ୍ରଗନ୍ଧଯୁକ୍ତ (ସୋରିଷବଟା ବା ବେସର) —Having strong odour after it is pasted (said of recently pasted mustard.
[ଦ୍ରଷ୍ଟବ୍ୟ —ସୋରିଷକୁ ବାଟି କରି କିଛି ସମୟ (ଅର୍ଥାତ୍ ୩୪: ଘଣ୍ଟା) ରଖି ଦେବା ପରେ ତହିଁରୁ ରାଇଆ ଗନ୍ଧ ଛାଡ଼ିଗଲେ ତାହା ବେସରରୂପେ ତରକାରୀରେ ଓ ରାଇତା ଆଦିରେ ଦିଆଯାଏ ତଟକା ବଟା ବେସର ଦିଆ ହେଲେ ତରକାରୀ ଆଦି ରାଇଆ ହୋଇଯାଏ]