ରାଇକା
ସ୍ତ୍ରୀ ଲୋକମାନେ ବ୍ୟବହାର କରୁଥିବା ଜାକେଟ୍; ବଡ଼ି —Woman's bodice.
[ଉ— ନାୟିକାମଣି ବାହୁ ମୂଳ ସ୍ତନ, ରାଇକା ପାଇ କାନ୍ତିରେ ଶୋଭନ କବିସୂର୍ଯ୍ୟ ଚନ୍ଦ୍ରକଳା]